ରଙ୍ଗେଇଲୁଣ୍ଡାରେ ପହଁଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଇଏଫର ସ୍ୱତନ୍ତ୍ର ହେଲିକପ୍ଟରରେ ପହଁଞ୍ଚିଲେ । ଏହାପରେ ଗୋଳାବନ୍ଧ ଆର୍ମି ଏଡି କଲେ ଜ ଯିବେ ଅପରାହ୍ନରେ ଭୁବନେଶ୍ୱରରେ ପହଁଞ୍ଚିଥିଲେ । ସେଠାରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ରାଜନେତା ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସେଠାରେ ବ୍ରହ୍ମପୁର ଅଭିମୂଖେ ବାହାରିଥିଲେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କଡା ସୁରକ୍ଷା କରାଯାଇଛି

LEAVE A REPLY

Please enter your comment!
Please enter your name here