ଓଡିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ଆଉ ଏକ ସମ୍ମାନ । ଭୋଗ ପକ୍ଷରୁ ଦୂତୀଙ୍କୁ ଚଳିତ ବର୍ଷର ସ୍ପୋଟର୍ସ ପର୍ସନ ଅଫ ଦ ଇଅର ସମ୍ମାନରେ ସମ୍ମାନିତ କରାଯାଇଛି । ଗତକାଲି ସଂନ୍ଧ୍ୟାରେ ମୁମ୍ବାଇରେ ଆୟୋଜିତ ହାଇପ୍ରୋଫାଇଲ ଆୱାର୍ଡ ସୋରେ ଦୂତୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଲମ୍ବା ସମୟ ଧରି ଦୂତି କ୍ରୀଡା କ୍ଷେତ୍ରରେ ସଫଳତା ଓ ତାଙ୍କ ସଂଘର୍ଷ ପାଇଁ ତାଙ୍କୁ ଏଇ ସମ୍ମାନରେ ସମ୍ମାନିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here