ନିଆଁ ଲିଭାଉଛନ୍ତି ହଜାରରୁ ଅଧିକ କର୍ମଚାରୀ । ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରହିଛି । ୮ ଶହ ବନ କର୍ମଚାରୀ , ୨୫୦ ଜଙ୍ଗଲ ଜଗୁଆଳୀ ନିୟୋଜିତ ଅଛନ୍ତି ନିଆଁ ଲିଭା କାର୍ଯ୍ୟରେ । ୪୦ଟି ଅଗ୍ନିଶମ ଗାଡି , ୨୪୦ ବ୍ଲୋୟର ମେସିନ ମଧ୍ୟ ନିୟୋଜିତ ରହିଛନ୍ତି । ଶିମିଳିପାଳ ଉପ ନିର୍ଦ୍ଦେଶକ ଯଜ୍ଞଦତ୍ତ ପତି ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here