ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଗିରୀଶ ମୁର୍ମୁ । ଭବ୍ୟ ସମାରୋହରେ ।ପଥ ଗ୍ରହଣ କଲେ ମୁର୍ମୁ । ଶପଥ କରାଇଲେ ଜାମ୍ମୁ କାଶ୍ମୀର ହାଇକୋର୍ଟ ମୁଖ୍ୟ ବିଚାରପତି । କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ମୁର୍ମୁୁ । ଗିରୀଶ ମୁର୍ମୁଙ୍କ ଘର ମୟୁରଭଞ୍ଜ ଜିଲ୍ଲା ବେତନଟୀ ।

LEAVE A REPLY

Please enter your comment!
Please enter your name here