ଭୁବନେଶ୍ୱର ଖଣ୍ଡଗିରୀରେ ବଡ ଧରଣର ସେକ୍ସ ର‌୍ୟାକେଟ୍ ଠାବ ହୋଇଛି । ଏମସ ନଗର ଅଞ୍ଚଳହଭ ପୋଲିସ ୬ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ୪ ଜଣଙ୍କୁ ଗିରଫ କରିଛି । ଏଠାରେ ସେକ୍ସ ର‌୍ୟାକେଟ୍ ଚାଲିଥିବା ନେଇ ସୁଚନା ପାଇବା ପରେ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା । ଏଠାରେ ଗତ କିଛି ଦିନ ଧରି ସେକ୍ସ ର‌୍ୟାକେଟ୍ ଚାଲିଥିବା ନେଇ ଅଭିଯୋଗ ହୋଇଥିଲା ।
ଆତ୍ମହତ୍ୟା ପରେ ଚେଇଁଲା ପୋଲିସ

LEAVE A REPLY

Please enter your comment!
Please enter your name here