ମୟୂରଭଂଜ ଜିଲ୍ଲାର ପିଛା ଛାଡୁନି ଦୁଷ୍କର୍ମ ଭଳି ଲଜ୍ୟାଜନକ ଘଟଣା । ବିକୃତ ମାନସିକତା ଆଗରେ ମୂଲ୍ୟହୀନ ହୋଇଯାଉଛି ସମ୍ପର୍କ । ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ତେବେ ଘଟଣା ଘଟିଛି ମୟୂରଭଂଜ ଜିଲ୍ଲା ଶରତ ଥାନା ଅଂଚଳରେ । ଶରତ ଥାନା ଅଚଂଳ ର ସରଡିହା ଗ୍ରାମ ର ଡୁମ୍ବି ସିଂ ବାନରାଙ୍କୁ ଗିରଫ କରିଛି ପୋଲିସ । ଡୁମ୍ବିଙ୍କ ଘରେ ତାଙ୍କ ସମ୍ପର୍କ ନାବାଳିକା ଝିଆରୀ ବେଳେ ଗତ ରବିବାର ଦିନ ଘରେ କେହି ନଥିବା ର ସୁେୂଯାଗ ନେଇ ଡୁମ୍ବି ନାବାଳିକା ଝଆରୀ କୁ
ଦୁର୍ଷ୍କମ କରିଥିଲା ଯାହାକି ଆଜି ସ୍ଥାନୀୟ ଲୋକେ ଘଟଣା ବାବଦରେ ଜାଣିବା ପରେ ପୋଲିସ କୁ
ଖବର ଦେଇଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ପୀଡିତା ନାବାଳିକା କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତି କରିଛି ।

LEAVE A REPLY

Please enter your comment!
Please enter your name here