ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮ ଘୋଷଣା । ବିଜୟ ମିଶ୍ରଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାର । ଶ୍ରେଷ୍ଠ ଚଳଚ୍ଚିତ୍ର ଭିଜା ମାଟିର ସ୍ୱର୍ଗ ପାଇଁ ଅକ୍ଷୟ ପରିଜାଙ୍କୁ ସମ୍ମାନ । ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ପାଇବେ ଅକ୍ଷୟ କୁମାର । ଶ୍ରେଷ୍ଠ ନିର୍ଦ୍ଦେଶକ ମନମୋହନ ମହାପାତ୍ର । ଶ୍ରେଷ୍ଠ ଅଭିନେତା- ମିହିର ଦାସ, ଶ୍ରେଷ୍ଠ ଅଭିନେତ୍ରୀ ଅର୍ଚ୍ଚିତା । ଶ୍ରେଷ୍ଠ କାହାଣୀ ପାଇଁ ସମ୍ମାନ୍ଖଚ୍ଛ ହେବେ ଡି. ନିରଞ୍ଜନ ରେଡ୍ଡୀ । ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ-ଶାନ୍ତିରାଜ ଖୋସଲା । ଶ୍ରେଷ୍ଠ ଗୀତିକାର-ବସନ୍ତରାଜ ସାମଲ । ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ-କରୁଣାକର , ଗାୟିକା ଅନ୍ତରା ଚକ୍ରବର୍ତ୍ତୀ ।

LEAVE A REPLY

Please enter your comment!
Please enter your name here