ବହୁ ଚର୍ଚ୍ଚିତ ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନ ଖାରଜ ହୋଇଛି । ଶନିବାର ରାଜକ୍ଷମା ଖାରଜ କରିଛନ୍ତ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଫଳରେ ବିନୟ ଫାଶୀ ପାଇବା ନିଶ୍ଚିତ ହୋଇଛି ।ସୂଚନା ଥାଉକି ଫେବୃଆରୀ ୧ ତାରିଖରେ ନିର୍ଭୟା ଦୋଷୀ ମାନଙ୍କୁ ଡେଥ ୱାରେଣ୍ଟ ଜାରି କରିଥିଲେ ପଟିୟାଲା ହାଉସ କୋର୍ଟ କିନ୍ତୁ ଆଇନଗତ ଦିଗ ବାକିଥିବାରୁ ଡେଥ ୱାରେଣ୍ଟ ଜାରି ଉପରେ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରହିତାଦେଶ ଜାରି କରିଛନ୍ତ ଦିଲ୍ଲୀ ପଟିୟାଲା ହାଉସ କୋର୍ଟ ।

LEAVE A REPLY

Please enter your comment!
Please enter your name here