ଜାମ୍ମୁ ଓ କାଶ୍ମୀରର କିସ୍ତୱାର ଜିଲ୍ଲାର ଚେନାବ ନଦୀରେ ତୀର୍ଥଯାତ୍ରୀ ଗାଡ଼ି ଓଲଟି ୧୧ ଜଣଙ୍କର ମୃତ୍ୟୁ ହୋଇଛି ।  ମଶେଲ୍‌ ତୀର୍ଥଯାତ୍ରାରୁ ଫେରିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା ।

11ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ବର୍ଷର ଶିଶୁକୁ ଜୀବିତ ଉଦ୍ଧାର କରାଯାଇଛି।  ଗାଡ଼ିରେ କେତେଜଣ ଯାତ୍ରୀ ଥିଲେ ଓ ଏହା କେଉଁ ଅଞ୍ଚଳର ସେ ସଂପର୍କରେ କୌଣସି ତଥ୍ୟ ଜଣାପଡ଼ିନି।

 

 

LEAVE A REPLY

Please enter your comment!
Please enter your name here