ରଥଯାତ୍ରା ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ । ଏକାଧିକ ସର୍ତ୍ତ ସହ ଅନୁମତି ଦେଲେ ସୁପ୍ରିମକୋର୍ଟ । କେବଳ ପୁରୀରେ ହିଁ ରଥଯାତ୍ରା ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ଶ୍ରୀମନ୍ଦିର ପରିଚାଳନା କମିଟି , ରାଜ୍ୟ , କେନ୍ଦ୍ର , ସମନ୍ୱୟରେ ରଥଯାତ୍ରା । ତେବେ ସ୍ୱାସ୍ଥ୍ୟ ସମସ୍ୟାକୁ କୌଣସି ପ୍ରକାର ସାଲିସ କରାଯିବ ନାହିଁ ।