ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ । ଭୁବନେଶ୍ୱର ଓ କଟକରେ ବଦଳି ହୋଇଛନ୍ତି ଡ଼ିସିପି । ଉମାଶଙ୍କର ଦାଶ ହୋଇଛନ୍ତି ଭୁବନେଶ୍ୱର ଡ଼ିସିପି ଯିଏକି ପୁରୀ ଏସପି ଥିଲେ । ଏବଂ ପ୍ରତୀକ ସିଂହ ହୋଇଛନ୍ତି କଟକ ଡ଼ିସିପି ଯିଏକି କନ୍ଧମାଳ ଏସପି ଥିଲେ । ସେହିପରି ଏମ୍‌. ଅକ୍ଷୟ ହୋଇଛନ୍ତି ସିଏମ୍‌ଡ଼ି ଚଙଐ ଌଡଉ,ସତ୍ୟଜିତ ମହାନ୍ତି ହୋଇଛନ୍ତି ୠଝ ଌ ଉଏ,ଐଏ । ସେହିପରି ଲଳିତ ଦାସ ଏଡ଼ିଜି କମ୍ୟୁନିକେସନ ,ରାଧାକୃଷ୍ଣ ଶର୍ମା ଗୁଇନ୍ଦା ନିର୍ଦ୍ଦେଶକ ,ସୌମେନ୍ଦ୍ର ପ୍ରିୟଦର୍ଶୀ ଏଡ଼ିଜି କ୍ରାଇମବ୍ରାଞ୍ଚ,ପ୍ରବୀଣ କୁମାରଙ୍କୁ ଆଇଜି ଆଇନ ଶୃଙ୍ଖଳା ଭାବେ ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱର ଡିସିପି ଅନୂପ କୁମାର ସାହୁଙ୍କୁ ଗୁଇନ୍ଦା ବିଭାଗ ଡ଼ିଆଇଜି ଦାୟିତ୍ୱ ଦିଆଯାଇଛି । ସାର୍ଥକ ଷଡ଼ଙ୍ଗୀଙ୍କୁ କ୍ରାଇମବ୍ରାଞ୍ଚ ଏସ୍‌୍‌ପି ଭାବେ ନିଯୁକ୍ତ କରାଯାଇଛି । ସାଗରିକାନାଥଙ୍କୁ ସୁନ୍ଦରଗଡ ଟ୍ରାଫିକ ଡ଼ିସିପି ଭାବେ ନିଯୁକ୍ତ କରାଯାଇଛି ।ଆଇପିଏସ ସୌମ୍ୟା ମିଶ୍ରଙ୍କୁ ଭୁବନେଶ୍ୱର ଡିସିପି ଟ୍ରାଫିକ ଭାବେ ଦାୟିତ୍ୱ ଦିଆଯାଇଛି । ସତ୍ୟଜିତ ମହାନ୍ତି-ଅଗ୍ନିଶମ ଓ ହୋମଗାର୍ଡ ଡିଜି ଅଖିଳେଶ୍ୱର ସିଂହ- ପୁରୀ ଏସ୍‌ପି -ଗଜପତି ଏସ୍‌ପି ସାରା ଶର୍ମା- ଭିଜିଲାନ୍ସ ମୁଖ୍ୟ ବିନୀତ ଅଗ୍ରୱାଲ-କନ୍ଧମାଳ ଏସ୍‌ପି ରାହୁଲ ଜୈନ- ନୂଆପଡ଼ା ଏସ୍‌ପି ଏସ୍.ସି ଜମାଦାର- ଦେବଗଡ଼ ଏସ୍‌ପି -ତପନ କୁମାର ପଟ୍ଟନାୟକ-ଗଜପତି ଏସ୍‌ପି

LEAVE A REPLY

Please enter your comment!
Please enter your name here