ରାଜଧାନୀ ଭୁବନେଶ୍ବରରେ ବଢୁଛି କରୋନା । ଆଜି କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସହରର ପାଞ୍ଚଟି ସ୍ଥାନକୁ ମାଇକ୍ରୋ କଣେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି । ଆଚାର୍ଯ୍ୟବିହାର ସାଇ ମନ୍ଦିର ନିକଟସ୍ଥ ନିର୍ଦ୍ଧିଷ୍ଟ ଅଞ୍ଚଳ, ଆଚାର୍ଯ୍ୟ ବିହାର ପାଣିଟାଙ୍କି ଅଞ୍ଚଳ, ସତ୍ୟନଗର ଓ ବାପୁଜୀ ନଗରର ନିର୍ଦ୍ଧିଷ୍ଟ ଅଞ୍ଚଳ ଓ ଟଙ୍କପାଣି ବିଷ୍ଣୁନଗରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି ।

LEAVE A REPLY

Please enter your comment!
Please enter your name here