ଆଜି ଭୁବନେଶ୍ୱରରୁ ୧୧୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟନରୁ ୬୨ ଚିହ୍ନଟ ହୋଇଥିବାବେଳେ ୪୯ ଲୋକାଲ କେସ୍ ରହିଛି । ଜୟଦେବ ବିହାର, ସାଲିଆସାହି ଜନତା ନଗର, ୟୁନିଟ-୧ ଆଖଣ୍ଡଳମଣୀ ବସ୍ତି , ବମିଖାଲ, ପଥର ବନ୍ଧ ବସ୍ତି, ୟୁନିଟ୍‌-୬ ଗଙ୍ଗନଗର, ପାଣ୍ଡରା, ୟୁନିଟ-୬ ନ୍ୟୁ ଏୟାରପୋର୍ଟ ରୋର୍ଡରୁ ଜଣେ ଲେଖାଏଁ ଲୋକାଲ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୟୁନିଟ-୪, ଆଇଆରସି ଭିଲେଜ ଏନ-୫, ଭୋଇ ନଗର, ପାଣ୍ଡରା ଜିଜିପି କଲୋନୀ, ଫାୟାର ଷ୍ଟେସନ ବସ୍ତି, ପାଣ୍ଡରା ରସୁଲଗଡ, ୟୁନିଟ-୬, ଚକେଇସିଆଣି, ବାଣୀବିହାର, ୟୁନିଟ୍‌-୩ ଖାରବେଳନଗରରୁ ଜଣେ ଲେଖାଏଁ ଲୋକାଲ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସିଯୁଆ, ୟୁନିଟ-୧ ତାତି ବସ୍ତି, ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀ, ପାହାଳର ପ୍ରାଇଭେଟ୍ ହସ୍ପିଟାଲ, ପାଇକ ନଗର,ଘାଟିକିଆ, ରେଣ୍ଟାଲ କଲୋନୀ, ଜୟଦୂର୍ଗାନଗର ଲେନ-୧, ସୁନ୍ଦରପଦା, ଝାରପଡା ମୁସଲିମ ବସ୍ତି, ଜାଗମରା, ରେଣ୍ଟାଲ କଲୋନୀ ବେହେରା ସାହି ବସ୍ତିରୁ ଜଣେ ଲେଖାଏଁ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । କଳ୍ପନା ସରକାରୀ ଅଫିସ ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ । ୟୁନିଟ-୧ ଜିଇଟି ବସ୍ତି, ବରମୁଣ୍ଡା,ଖଣ୍ଡଗିରୀ, ଶୈଳଶ୍ରୀବିହାରରୁ ଜଣେ ଲେଖାଏଁ ଲୋକାଲ କେସ୍ ବାହାରିଛନ୍ତି । କମିଶନରେଟ ପୋଲିସର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ , ବରଗଡ ବ୍ରିଟ୍ କଲୋନି ଝରଣା ସାହି , ନ୍ୟୁ ଫରେଷ୍ଟ ପାର୍କ କଲୋନୀ, ମା ମଙ୍ଗଳା ବସ୍ତି , ନୟାପଲ୍ଲୀରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।
ଭରତପୁରରୁ ୨ , ସେଣ୍ଟ୍ରାଲ ସରକାରୀ ହସ୍ପିଟାଲରୁ ୨, ପୋଲିସ ଏକାଡେମୀରୁ୨, ଏନ-୬ରୁ -୩ ଜଣ ଲେଖାଏଁ ସଙ୍କ୍ରମିତ ହୋଇଛନ୍ତିି । ସେହିପରି ଆଜି ଭୁବନେଶ୍ୱରରୁ ୨୯ ଜଣ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here