ଆଜି ରାଜ୍ୟରେ ଆଉ ୩୭୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୭୪୮ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୨୨୧୦ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୫୩୮ । ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୧ ଲକ୍ଷ ୩୫ ହଜାର ୧୩୦ । ତେବେ ଆଜି ମଧ୍ୟ ଖୋର୍ଦ୍ଧାରୁ ୬୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ-୩୯୨, ପୁରୀ-୩୮୭, ସୁନ୍ଦରଗଡ-୧୫୭, ସୋନପୁର-୧୨୪, ନୂଆପଡା-୧୦୭, ନବରଙ୍ଗପୁର-୧୨୧, କେନ୍ଦ୍ରାପଡା-୧୧୬, ବଲାଙ୍ଗୀର-୧୬୩,ଯାଜପୁର-୧୪୦,ବାଲେଶ୍ୱର-୧୦୩, ଅନୁଗୁଳ-୫୭, ବରଗଡ-୯୨, ଭଦ୍ରକ-୪୬, ବୌଦ୍ଧ-୫୮, ଢେଙ୍କାନାଳ-୬୫, ଗଜପତି-୩୩, ଗଞ୍ଜାମ-୭୧, ଜଗତସିଂହପୁର-୯୪, ଝାରସୁଗୁଡା-୭୦, କଳାହାଣ୍ଡି-୩୮, କନ୍ଧମାଳ-୮୫, କେନ୍ଦୁଝର-୬୩, କୋରାପୁଟ-୯୭,ମାଲକାନଗିରି-୨. ଉୟୂରଭଞ୍ଜ-୩, ନୟାଗଡ-୬୯, ରାୟଗଡା-୮୨, ସମ୍ବଲପୁରରୁ ୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କରୋନାରେ ଆଜି ୧୧ ଜଣଙ୍କର ମୃତ୍ୟୁ ହୋଇଛି । ।ରାଜ୍ୟରେ ମେବାଟ୍ କରୋନା ମୃତ୍ୟୁ ସଂଖ୍ୟା ୫୮୦ ।