ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ସୂଚୀ ଅକ୍ଟୋବର 12ରୁ 19 ତାରିଖ ଯାଏଁ ଦୈନିକ ତିନୋଟି ସିଫ୍ଟରେ ହେବ ଓଜେଇଇ ପରୀକ୍ଷା û ସକାଳ 9ଟାରୁ 11ଟା, ଦିନ ସାଢେ 12ଟାରୁ ସାଢେ 2ଟା ଓ 4ଟାରୁ 6ଟା ଯାଏଁ ହେବ ପରୀକ୍ଷା û କଂପ୍ୟୁଟର ବେସଡ ଟେଷ୍ଟ ମୋଡରେ ହେବ ଓଜେଇଇ ପରୀକ୍ଷା û ପରୀକ୍ଷାର୍ଥୀମାନେ ଅକ୍ଟୋବର 5ରୁ ନିଜର ଆଡମିଟ କାର୍ଡ ଡାଉନଲୋର୍ଡ କରିପାରିବେ û ଚଳିତବର୍ଷ ଏହି ପରୀକ୍ଷା ପାଇଁ 79,800 ପିଲା ନାଁ ପଂଜିକରଣ କରିଛନ୍ତି û

LEAVE A REPLY

Please enter your comment!
Please enter your name here