ଭାରତୀୟ ମହିଳା ଦଳର ପେସର ଝୁଲଣ ଗୋସ୍ୱାମୀ ଗୁରୁବାର ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଇଛନ୍ତି। ଆଇସିସି ମହିଳା ଟି-୨୦ ବିଶ୍ୱକପରେ ଭାରତୀୟ ଦଳକୁ ଅଭିଜ୍ଞ ବୋଲରଙ୍କ ବିନା ଖେଳିବାକୁ ପଡିବ । ୱେଷ୍ଟଇଣ୍ଡିଜ ଠାରେ ଚଳିତ ବର୍ଷ ନଭେମ୍ବରରେ ଏହି ଆଇସିସି ଇଭେଣ୍ଟଖେଳାଯିବ । ଏହି ମ୍ୟାଚରେ ଝୁଲଣ ଗୋସ୍ୱାମୀ ବାଦ ପଡିବେ ।

LEAVE A REPLY

Please enter your comment!
Please enter your name here