ନୟାଗଡର ପରୀ ହତ୍ୟାର ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ଏତଲା । ନୟାଗଡ ସଦର ଥାନାରେ ଏତଲା ଦେଇଛନ୍ତି ସରୋଜ ସେଠୀଙ୍କ ମା’ । ତାଙ୍କ ପୁଅକୁ ଅରୁଣ ବୋଥ୍ରା ମାଡ ମାରିବା ସହିତ ପରୀ କେସ୍ ରେ ଫଶାଇ ଦେଇଥିବା ଅଭିଯୋଗ କରିଛନ୍ତି ସରୋଜଙ୍କ ମା । ଡେମୋ ଦେଖାଇବା ବାହାନାରେ ପୁଅକୁ ଘରକୁ ଆଣି ମାଡ ମାରିବା ସହିତ ମିଛ ଡେମୋ ଦେଖାଇବାକୁ ବାଧ୍ୟ କରିବା ଏବଂ ଅରୁଣ ବୋଥ୍ରା ପୁଅ ସରୋଜକୁ ଗାଳି ଗୁଲଜ କରିଥିବା ଏତଲାରେ ଦର୍ଶାଇଛନ୍ତି ସରୋଜଙ୍କ ମା ।

LEAVE A REPLY

Please enter your comment!
Please enter your name here