ଉତ୍ତରାଖଣ୍ଡ ରିଷିକେଶ ଚମୋଲିରେ ପୁଣି ପ୍ରଳୟ । ଭୟଙ୍କର ରୂପ ଧାରଣ କରିଛି ପ୍ରକୃତି । ହିମସ୍ଖଳନ ଘଟି ଅଳକାନନ୍ଦା ଓ ଧଉିଗଙ୍ଗାରେ ଆସିଛି ଭୟଙ୍କର ବନ୍ୟା । 150ରୁ ଅଧିକ ଲୋକ ବନ୍ୟାରେ ଭାସି ଯାଇଥିବା ଖବର ମିଳିଛି । ରିଷିଗଙ୍ଗା ପାଓାର ପ୍ରକଳ୍ପ ସଂପୂର୍ଣ୍ଣ ଧ୍ବଂସ ହୋଇଯାଇଛି । ଘଟଣାସ୍ଥଳକୁ ଏନଡିଆରଏଫ ଟିମ୍ ପଠାଯିବା ସହ ଉଦ୍ଧାର କାର୍ଯ୍ୟ ତ୍ବାରାନ୍ବୀତ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ନଦୀକୂଳରେ ଥିବା ଘରଗୁଡିକ ସଂପୂର୍ଣ୍ଣ ଧ୍ବଂସ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here