ପୁରୀ ବସ୍ ଷ୍ଟାଣ୍ଡରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୩ଟି ବସ୍ ସମ୍ପୂର୍ଣ୍ଣ ଜଳିଯାଇଛି । କୌଣସି କାରଣରୁ ନିଆଁଲାଗି ୩ଟି ବସ୍ ଜଳିଯାଇଛି । ବସ୍ ଛିଡା ହୋଇଥିବାବେଳେ ନିଆଁ ଲାଗିଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଗୋଟିଏ ବସରେ ନିଆଁ ଲାଗିବା ପରେ ପାଖ ଦୁଇଟିକୁ ବ୍ୟାପିଛି ନିଆଁ । ଦୁଇ ପାଶ୍ୱର୍ରେ ଛିଡା ହୋଇଥିବା ଅନ୍ୟ ୨ଟି ବସରେ ଲାଗିଲା ନିଆଁ ।

LEAVE A REPLY

Please enter your comment!
Please enter your name here