ରାଜ୍ୟରେ ଆଜି ନୂଆ ୪୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨୬୭ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୮୫ । ଖୋର୍ଦ୍ଧାରୁ ସର୍ବାଧିକ ୭୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ଏବେ ସମସ୍ତଙ୍କ ଚିନ୍ତା ବଢାଇଛି । ସୁନ୍ଦରଗଡରୁ ୭୫, ନୂଆପଡା-୭୧, କଳାହାଣ୍ଡି-୨୯, ଅନୁଗୁଳ-୧୨, ବରଗଡ-୧୯, ବଲାଙ୍ଗୀର-୧୫, କଟକ-୨୬, ଗଞ୍ଜାମ-୧୩, ଝାରସୁଗୁଡା-୧୭, କଳାହାଣ୍ଡି-୨୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ମୟୂରଭଞ୍ଜ-୧୦, ପୁରୀ-୧୧, ସମ୍ବଲପୁର-୧୦, ଷ୍ଟେଟ୍‌ପୁଲରୁ ୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର-୫, ଭଦ୍ରକ-୪, ଗଜପତି-୪, ଯାଜପୁର-୮, କନ୍ଧମାଳ-୪, ନବରଙ୍ଗପୁର-୮, ରାୟଗଡାରୁ ୫ ନୂଆ ଆକ୍ରାନ୍ତ ଚିହ୍ନଟ । ଦେଓଗଡ, ଢେଙ୍କାନାଳ, ଜଗତସିଂହପୁର, ନୟାଗଡରୁ ଜଣେ ଲେଖାଏଁ ପଜିଟିଭ୍ ବାହାରିଛନ୍ତି ।

LEAVE A REPLY

Please enter your comment!
Please enter your name here