ଭାରତୀୟ ମହିଳା ଶଟଲର ସାଇନା ନେହ୍ୱାଲଙ୍କୁ ଚଳିତ ଏସିଆନ ଗେମ୍ସରେ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିବାକୁ ପଡିଛି । ସେମାବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ବର୍ଗର ସେମିଫାଇନାଲରେ ୧୭-୨୧, ୧୪-୨୧ ଗେମରେ ବିଶ୍ୱର ନଂ ୧ ଖେଳାଳୀ ଜୁ ୟିଙ୍ଗଙ୍କ ଠାରୁ ହାରି ଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here