୨୦୨୨-୨୩ ସୁଦ୍ଧା ପୁରୀରୁ ଉଡିବ ବିମାନ । ସବୁ ଠିକଠାକ ଚାଲିଲେ ଉଡିବାର ସମ୍ଭାବନା ଉଜ୍ଜଳ ରହିଛି । ପୁରୀରେ ବିମାନବନ୍ଦର ପାଇଁ ଜାଗା ଚିହ୍ନଟ ହୋଇଛି । ସାମ୍ପ୍ରତିକ କରୋନା ପରିସ୍ଥିତି ପାଇଁ ବିମାନ ମାନ ଉଡାଣ ପ୍ରଭାବିତ ହେଉଛି’ । ‘ରାଜ୍ୟର ଉତକେଲା, ରାଉରକେଲା, ଜୟପୁର ପ୍ରଭୃତି ସ୍ଥାନରୁ ବିମାନ ଉଡାଣ ପାଇଁ ରାଜ୍ୟ ସରକାର ସହଯୋଗ କରୁଛନ୍ତି’ । ‘ସମସ୍ତ ଅଭିଭକ୍ତ ଜିଲ୍ଲାରେ ଥିବା ଏୟାର୍ ଷ୍ଟ୍ରିପ ଉନ୍ନତି ପାଇଁ ଆଲୋଚନା ହୋଇଛି’ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

LEAVE A REPLY

Please enter your comment!
Please enter your name here