Home News Odisha ଜୁଲାଇ ୨୧ରୁ ଭୁବନେଶ୍ୱରରେ ଗର୍ଭବତୀଙ୍କୁ ଟିକା NewsOdishaTrending News ଜୁଲାଇ ୨୧ରୁ ଭୁବନେଶ୍ୱରରେ ଗର୍ଭବତୀଙ୍କୁ ଟିକା By Takshak Bureau - July 18, 2021 152 0 Facebook Twitter Google+ Pinterest WhatsApp ଭୁବନେଶ୍ୱରରେ ଗର୍ଭବତୀଙ୍କୁ ଆସନ୍ତା ୨୧ରୁ ଟିକା ଦିଆଯିବ । ଏନେଇ ବିଏମସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଅଯାଇଛି । । ସପ୍ତାହକୁ ଦୁଇଦିନ ବୁଧବାର ଓ ଶନିବାର ଦିନ ୧୧ଟାରୁ ୧ଟା ଭିତରେ ଟିକା ପ୍ରଦାନ କରାଯିବ । ଭୁବନେଶ୍ୱର ଅଞ୍ଚଳରେ ଗର୍ଭବତୀଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯିବ । RELATED ARTICLESMORE FROM AUTHOR Big Story କାଲି ଓଡିଶା ଆସୁଛନ୍ତି ମୋଦୀ Big Story ବବି ଦାସଙ୍କ ମାଆଙ୍କୁ ଟିକଟ ଦେଲା ବିଜେଡି Big Story ବିଶ୍ବର ଦଶଟି ତତଲା ସହର ଭିତରେ ଓଡିଶାର 3 LEAVE A REPLY Cancel reply Please enter your comment! Please enter your name here You have entered an incorrect email address! Please enter your email address here Save my name, email, and website in this browser for the next time I comment. - Advertisement - Latest article ସୁରଙ୍କ ମିଶନ୍ ସକ୍ସେସ୍ : ବଡପୁଅକୁ କଂଗ୍ରେସ ଦେଲା ଟିକଟ Takshak Bureau - April 20, 2024 0 ଆଜି କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳରୁ ବହିଷ୍କୃତ ସୁର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ନିର୍ବାଚନର ବହୁ ଆଗରୁ ବରିଷ୍ଠ କଂଗ୍ରେସ... କୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିବ ସିଂହ ସିଂହୀଙ୍କ ନାଁ Takshak Bureau - February 22, 2024 0 ସିଲିଗୁଡି ବେଙ୍ଗଲ ସଫାରୀର ଏକ ଖୁଆଡରେ ଅଛନ୍ତି ସିଂହ ଆକବର ଓ ସିଂହୀ ସୀତା । ମାତ୍ର ସିଂହ ଓ ସିଂହୀଙ୍କ ନାଁ କୁ ନେଇ ଉଠିଛି ବିବାଦ । ମୋଗଲ ସମ୍ରାଟ... ଓଡିଶା ୱମେନ୍ ଇନ୍ ମିଡିଆ ଓ କମିଶନରେଟ୍ ପୋଲିସ ପକ୍ଷରୁ ସବୁଜ ଅଭିଯାନ Takshak Bureau - December 4, 2023 0 ଭୁବନେଶ୍ୱର: ପରିବେଶ ସହ ଜଡିତ ସମସ୍ୟାଗୁଡିକର ସମାଧାନ ପାଇଁ ଏକ ଉଲ୍ଲେଖନୀୟ ପ୍ରୟାସ ଅନ୍ତର୍ଗତ ପ୍ରାୟ ୧୮୦ ଜଣ ମହିଳା ସାମ୍ବାଦିକାଙ୍କୁ ନେଇ ଗଠିତ ଓଡିଶା ୱମେନ୍ ଇନ୍ ମିଡିଆ (ଓଡବ୍ଲ୍ୟୁଏମ୍) ଏବଂ...