ଦିନ ଦ୍ୱିପହରରେ ରାଜଧାନୀ ଛାତି ଉପରେ ବୁଲିଲା ହତିଆର । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ମରଣାନ୍ତକ ଆକ୍ରମଣ । ଗୋଟିଏ ଗୋଷ୍ଠୀ ଗୋଡାଇ ଗୋଡାଇ ଦୁଇ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଜଣଙ୍କୁ ମେଡିକାଲକୁ ନେଇଛି ପୋଲିସ ।

LEAVE A REPLY

Please enter your comment!
Please enter your name here