ଅର୍ଡିନାରୀ ବସ କିଲୋମିଟର ପିଛା ୯୨ ପଇସାରୁ ହ୍ରାସ ହୋଇ ୮୭ ପଇସା ହୋଇଛି । ଏକ୍ସପ୍ରେସ ବସ୍ ଭଡା ୯୬ ରୁ କମି ୯୧ ପଇସା ହୋଇଛି । ସେହିପରି ଡିଲକ୍ସ ବସ ଭଡା ୧ ଟଙ୍କା ୩୫ ପଇସାରୁ କମି ୧ ଟଙ୍କା ୨୫ ପଇସା ହୋଇଛି । ଏସି ଡିଲକ୍ସ ୧ ଟଙ୍କା ୬୩ ପଇସାରୁ ୧ ଟଙ୍କା ୫୩ ପଇସା ହୋଇଛି । ସେହିପରି ସୁପର ପ୍ରିମୟମ ବସ୍ ଭଡା ୨ ଟଙ୍କା ୫୩ ପଇସାରୁ କମି ୨ ଟଙ୍କା ୩୮ ପଇସା ହୋଇଛି ।

LEAVE A REPLY

Please enter your comment!
Please enter your name here