ପଡୋଶୀ ଘରକୁ ପିଠା ଖାଇବାକୁ ଯାଇ ନିଖୋଜ ହୋଇଯାଇଛି ଅଢେଇ ବର୍ଷର କୁନି ଝିଅ । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ନିମା ଗାଁରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପଡୋଶୀ କହିବା କଥା ଝିଅ ପିଠା ଖାଇ ଘରକୁ ପଳାଇଥିଲା । କିନ୍ତୁ ଝିଅଟି କୁଆଡେ ଗଲା ଏବଂ ତାଙ୍କୁ କିଏ ନିଖୋଜ କରିଛି ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ । ଏନେଇ ପରିବାର ପକ୍ଷରୁ ବସ୍ତା ଥାନାରେ ଏଫଆଇଆର ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here