ସମ୍ଭାବ୍ୟ ଭିଡ ଆଶଙ୍କାରେ ଘଟଗାଁ ତାରିଣୀ ମନ୍ଦିରରେ କଟକଣା । ଡିସେମ୍ବର ୨୫, ୨୬, ୩୧ , ଜାନୁଆରୀ ୧ ଓ ୨ରେ ଦର୍ଶନ ବନ୍ଦ । ୫ଦିନ ମନ୍ଦିର ବନ୍ଦ ହେବା ନେଇ ଟ୍ରଷ୍ଟ ବୋର୍ଡ ସଭାପତିଙ୍କ ସୂଚନା ।

LEAVE A REPLY

Please enter your comment!
Please enter your name here