ବିଦେଶରୁ ଫେରିଲେ ୭ ଦିନ ହୋମ୍ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ । ଆରଟିପିସିଆର ରିପୋର୍ଟ ନେଗେଟିଭ୍ ଥିଲେ ମଧ୍ୟ ୭ଦିନ କ୍ୱାରେଣ୍ଟିନରେ ରହିବେ । ଅଷ୍ଟମ ଦିନରେ ଆରଟିପିସିଆର ଟେଷ୍ଟ ଆଉ ରିପୋର୍ଟକୁ ଏୟାର ପାର୍ଟାଲରେ ଅପଲୋଡ କରିବେ ଯାତ୍ରୀ । ଯଦି ରିପୋର୍ଟ ନେଗେଟିଭ୍ ଆସେ ତେବେ ପରବର୍ତ୍ତୀ ୭ଦିନ ସେଲ୍ଫ ମନିଟରରେ ରହିବେ । ଯଦି ରିପୋର୍ଟ ପଜିଟିଭ୍ ଆସେ ସେମାନଙ୍କ ନମୂନାକୁ ଜିନମ ସିକୁଏନ୍ସିଂ ପାଇଁ ପଠାଯିବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ଜାନୁଆରୀ ୧୧ରୁ ଲାଗୁ ହେବ ଏହି ନିୟମ ।

LEAVE A REPLY

Please enter your comment!
Please enter your name here