ବଢିଚାଲିଥିବା କରୋନା ସଙ୍କ୍ରମଣ ସ୍ଥିତିକୁ ଦେଖି ଶ୍ରୀମନ୍ଦିରକୁ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ ଲାଗିଛି ନିଶିଦ୍ଧାଦେଶ । ଆସନ୍ତା ସୋମବାର ଅର୍ଥାତ୍ ଜାନୁଆରୀ ୧୦ରୁ ୩୧ ତାରିଖ ପର‌୍ୟ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ଗତକାଲି ବସିଥିବା ଛତିଶା ନିଯୋଗ ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here