ରାଜ୍ୟରେ ଦୈନିକ ସଙ୍କ୍ରମଣ ଆଜି ବି ୧୦ ହଜାର ପାର୍ କରିଛି । ଆଜି ୧୦ ହଜାର ୮୫୬ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ବୟସ ମଧ୍ୟରେ ୧୦୨୧ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୬୨୯୩ ଲୋକାଲ କେସ୍ ରହିଛି ୪୫୬୩ । ଖୋର୍ଦ୍ଧାରୁ ସର୍ବାଧିକ ୩୦୮୭, ସୁନ୍ଦରଗଡରୁ ୧୯୪୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ୨୨୧୬ ସଙ୍କ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ଆଜି ସମ୍ବଲପୁରରୁ ୫୦୦, ବାଲେଶ୍ୱରରୁ ୩୨୬, ବରଗଡ-୧୪୫,ଭଦ୍ରକ-୧୦୧,ବଲାଙ୍ଗୀର-୨୫୯ , ଅନୁଗୁଳରୁ ୧୦୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜ-୩୭୬, ନବରଙ୍ଗପୁର-୧୦୬, ନୟାଗଡ-୧୪୫, ନୂଆପଡା-୭୫, ପୁରୀରୁ ୧୯୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here