୯ ଦିନରେ ପହଁଞ୍ଚିଛି ଘମାଘୋଟ ଯୁଦ୍ଧ । ଦିନ ବଢିବା ସହ ଗମ୍ଭୀର ହେବାରେ ଲାଗିଛି ୟୁକ୍ରେନର ସ୍ଥିତି । ରୁଷିଆ କବଜାରେ ୟୁରୋପର ସବୁଠୁ ବଡ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ । ୟୁକ୍ରେନ ଜାପୋରିଝଝିଆ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଉପରେ ରୁଷର ନିୟନ୍ତ୍ରଣ । ରୁଷିଆ ସେନାବାହିନୀ କବଜା କରିଥିବା ସ୍ୱିକାର କଲା ୟୁକ୍ରେନ । ସକାଳେ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଉପରେ ରୁଷିଆ ଆକ୍ରମଣ କରିଥିଲା । ବିକିରଣ ହେଲେ ଭୟାନକ ଅବସ୍ଥା ନେଇ ସତର୍କ କରାଇଥିଲା ଆଇଏଇଏ ।

LEAVE A REPLY

Please enter your comment!
Please enter your name here