ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ କାର୍ ଠାବ ହୋଇଛି । ଏୟାରଫିଲ୍ଡ ଥାନା ସ୍କାଏ ଟାୱାର ଆପାର୍ଟମେଣ୍ଟ ଗ୍ୟାରେଜରୁ ଠାବ ହୋଇଛି କାର୍ । ଏହି କାରରେ ମାନସଙ୍କୁ ଚାନ୍ଦବାଲିରୁ ଉଠା ଯାଇଥିବା ପୋଲିସ ସନ୍ଦେହ କରୁଛି । ଘଟଣାରେ ୫ ଜଣଙ୍କୁ ଗିରଫ କରିବା ପରେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ର୍ଶମିଷ୍ଠାଙ୍କ ଟେର୍ ପାଇବାରେ ସଫଳ ହୋଇନାହିଁ । ତେବେ ପ୍ରଶ୍ନ ଉଠୁଛି ଶର୍ମିଷ୍ଠା ଏବେ କେଉଁଠି ? କାହା ସୁରକ୍ଷାରେ ସେ ପୋଲିସ ସହ ଲୁଚକାଳି ଖେଳୁଛନ୍ତି ।

LEAVE A REPLY

Please enter your comment!
Please enter your name here