ଏମିତି ଏକ ଝିଅକୁ ଭଲ ପାଇ ବସିଲି ଯେ, ତା ମନରେ ଖାଲି ସନ୍ଦେହ ହିଁ ସନ୍ଦେହ । ‘ଯିଏ ଦିନେ ମୋତେ ପାଇ ଦୁନିଆର ସୁଖ ପାଇଯାଇଥିଲା ବୋଲି କହୁଥିଲା । ଆଜି କାଳେ ମୋତେ ଭଲ ପାଇ ବଡ ଭୁଲଟେ କରିଦେଇଛି ବୋଲି କହୁଛି’ । ‘ହା ହା କାହାକୁ କଣ କହିବି..ବିଧିର ବିଧାନ କେ କରିବ ଆନ । ‘ଆମେ ସମସ୍ତେ ସମୟର ଦାସ’ । ‘କେତେବେଳେ କଣ ବା ହେବ କିଏ ବା କହିବ’ । ଆଜି ଏମିତି ଢଙ୍ଗରେ ହ୍ୱାର୍ଟସ ଆପ୍ ଷ୍ଟାଟସ ଦେଇଛନ୍ତି ସ୍ପ୍ରିଣ୍ଟର ଦୂତି ଚାନ୍ଦ । ଚର୍ଚ୍ଚା ହେଉଛି , ସେ ଭଲ ପାଉଥିବା ପ୍ରେମିକା ସହ ତାଙ୍କର କୁଆଡେ ବ୍ରେକ୍ ଅପ୍ ହୋଇଛି ।