ଜୁଲାଇ ୨ରୁ ବିଧାନସଭା ମୌସୁମୀ ଅଧିବେଶନ । ଜୁଲାଇ ୨ରୁ ଆରମ୍ଭ ହୋଇ ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ । ଅଧିବେଶନର ପ୍ରଥମ ଦିନ ଜୁଲାଇ ୨ରେ ଉପସ୍ଥାପନ ହେବ ବଜେଟ୍ । ରହିଛି ୨୪ ଟି କାର୍ଯ୍ୟ ଦିବସ ।

LEAVE A REPLY

Please enter your comment!
Please enter your name here