ପାଣି କମୁଛି ହେଲେ ଦୁର୍ଦ୍ଦଶା ବଢୁଛି । ବନ୍ୟାଞ୍ଚଳରୁ ଏହିଭଳି ଚିତ୍ର ସାମ୍ନାକୁ ଆସୁଛି । ଯଦିଓ ପାଣି ଧିରେ ଧିରେ କମିବାରେ ଲାଗିଛି କିନ୍ତୁ ବିପନ୍ନଙ୍କର ଅବସ୍ଥା ଶୋଚନୀୟ ହୋଇପଡିଛି । ଅଧିକାଂଶ ଲୋକଙ୍କ ବାସଭବନ ଉଜୁଡି ଯାଇଛି । ଚୂଲିରେ ପାଣି ପଶିଯାଇଥିବାରୁ ରୋଷେଇ ବନ୍ଦ ରହିଛି । ଆଉ କେଉଁଠି ବନ୍ୟା ପାଣିରେ ଭାଙ୍ଗିଯାଇଥିବା ଘରକୁ ସଜାଡିବାରେ ଲାଗିଛନ୍ତି ପୁରା ପରିବାର ।

LEAVE A REPLY

Please enter your comment!
Please enter your name here