ଆଜିଠାରୁ ଦେଶରେ ୫ଜି ମୋବାଇଲ ସେବା । ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀର ପ୍ରଗତି ମଇଦାନରେ ଶୁଭାରମ୍ଭ କରିଛନ୍ତି ମୋଦି । ୟୁଜର୍ସଙ୍କ ପାଇଁ ଡାଉନଲୋଡ ସ୍ପିଡ ବଢାଇବ । ୪ଜି ଠାରୁ ୧୦ ଗୁଣା ସ୍ପିଡ ମିଳିବ ।

LEAVE A REPLY

Please enter your comment!
Please enter your name here