ରାଜଧାନୀ ଭୁବନେଶ୍ୱରରେ ଗର୍ଜିଛନ୍ତି ଛାତ୍ର କଂଗ୍ରେସ । ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ତାତିଛନ୍ତି ଛାତ୍ର କଂଗ୍ରେସ । ନବୀନ ନିବାସ ଘେରାଉ ପାଇଁ ଯିବାବେଳେ ପୋଲିସ ଅଟକାଇବାରୁ ଅଣ୍ଡା, ଟମାଟୋ ମାଡ କରିଛନ୍ତି ଛାତ୍ର କଂଗ୍ରେସ । ଛାତ୍ର କଂଗ୍ରେସର ଗୋଟିଏ ଦାବି ଯେ, ମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ।

LEAVE A REPLY

Please enter your comment!
Please enter your name here