ଭୁବନେଶ୍ୱର ଶିଶୁ ଭବନ ଛକରେ ବିଜେପି କର୍ମୀ-ପୋଲିସ ଧସ୍ତାଧସ୍ତି । ନବୀନ ନିବାସ ଘେରାଉ ପାଇଁ ଗଲାବେଳେ ପୋଲିସ ସହ ମୁହାଁମୁହିଁ । ଦଳୀୟ ଅଫିସରୁ ବିଶାଳ ଶୋଭାଯାତ୍ରାରେ ଯାଉଥିଲେ ବିଜେପି କର୍ମୀ । ବାଟରେ ଅଟକାଇଥିଲା ପୋଲିସ । ବ୍ୟାରିକେଡ ଡେଇଁ ଯିବାକୁ ଉଦ୍ୟମବେଳେ ପୋଲିସ ସହ ଧସ୍ତାଧସ୍ତି । ପୋଲିସ ଅଟକାଇବାରୁ ରାସ୍ତା ଉପରେ ଶୋଇଲେ ବିଜେପି କର୍ମୀ ।

LEAVE A REPLY

Please enter your comment!
Please enter your name here