ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଗଢିବା ନିଶ୍ଚିତ କରିଛି । ଏପର୍ଯ୍ୟନ୍ତ ମିଳିଥିବା ଟ୍ରେଣ୍ଡ ଅନୁଯାୟୀ, 68ଟି ବିଧାନସଭା ଆସନରୁ କଂଗ୍ରେସ 40ଟି ଆସନରେ ଆଗରେ ରହିଛି । ଅନ୍ୟପକ୍ଷରେ କ୍ଷମତାସୀନ ବିଜେପି ୨5ଟି ଆସନରେ ଆଗରେ ରହିଛି । ଆପ୍‌ ଖାତା ଖୋଲିବାକୁ ସକ୍ଷମ ହୋଇନାହିଁ । 2017 ନିର୍ବାଚନ ତୁଳନାରେ କଂଗ୍ରେସ ଅଧିକ 19ଟି ଆସନରେ ଆଗରେ ରହିଥିବା ବେଳେ ବିଜେପି 19ଟି ଆସନ ହରାଇବାକୁ ଯାଉଛି ।

ହିମାଚଳପ୍ରଦେଶରେ କଂଗ୍ରେସର ବିଜୟ ଦଳ ପାଇଁ ଆଶ୍ବସ୍ତି ଆଣିଦେଇଛି ।

LEAVE A REPLY

Please enter your comment!
Please enter your name here