ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା । ଭୁବନେଶ୍ୱର କୋର୍ଟରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କଲା ଇଡି । ୧୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଭୁବନେଶ୍ୱର କୋର୍ଟରେ ଆବେଦନ କଲା ଇଡି । ଅର୍ଚ୍ଚନାଙ୍କୁ ମଧ୍ୟ ଆଜି କୋର୍ଟରେ ହାଜର କରିଥିଲା ଇଡି । ଅର୍ଚ୍ଚନା ନାଗଙ୍କ ପାଇଁ ପୁଣି ରିମାଣ୍ଡ ଆବେଦନ କରିଛି ଇଡି । ଭୁବନେଶ୍ୱର କୋର୍ଟରେ ଆଉ ୭ଦିନ ରିମାଣ୍ଡ ଆବେଦନ କରିଛି ଇଡି । ପ୍ରଥମ ପର୍ଯ୍ୟାୟରେ ଅର୍ଚ୍ଚନାଙ୍କୁ ୭ ଦିନ ରିମାଣ୍ଡରେ ନେଇଥିଲା ଇଡି ।

LEAVE A REPLY

Please enter your comment!
Please enter your name here