ହକିର ଗଡ ସୁନ୍ଦରଗଡକୁ ଦେଖିବ ସାରା ବିଶ୍ୱ । ବିଶ୍ୱର ସର୍ବ ବୃହତ୍ତ ହକି ଷ୍ଟାଡିୟମକୁ ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲାରେ ପହଁଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ବିର୍ସାମୁଣ୍ଡା ହକି ଷ୍ଟାଡିୟମର ଲୋକାର୍ପଣ ସହ ସୁନ୍ଦରଗଡ ମେଡିକାଲ କଲେଜର ଉଦଘାଟନ୍ କରିବେ ମୁଖ୍ୟମନ୍ତ୍ରୀ । ଏହାସହ ରାଉରକେଲା ସହରରେ ମୋ ବସ୍ ସେବାର ଶୁଭାରମ୍ଭ କରିବେ । ସୁନ୍ଦରଗଡ ଜିଲ୍ଲାକୁ ବିଭିନ୍ନ ପ୍ରକଳ୍ପ ଭେଟିଦେବେ ମୁଖ୍ୟମନ୍ତ୍ରୀ । ମୋଟ୍ ୧୧ ଶହ ୯ କୋଟି ୨୪ ଲକ୍ଷ ଟଙ୍କା, ୩୫୯ଟି ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

LEAVE A REPLY

Please enter your comment!
Please enter your name here