Home Bussiness ବେଙ୍ଗାଲୁରୁରେ ଖୋଲିଲା ସ୍ୟାମସଙ୍ଗର ପ୍ରଥମ ଅପେରା ହାଉସ BussinessNews ବେଙ୍ଗାଲୁରୁରେ ଖୋଲିଲା ସ୍ୟାମସଙ୍ଗର ପ୍ରଥମ ଅପେରା ହାଉସ By Takshak Bureau - September 12, 2018 413 0 Facebook Twitter Google+ Pinterest WhatsApp ଦୁନିଆର ସବୁଠୁ ବଡ ମୋବାଇଲ ଫୋନ ସ୍ଥାପିତ କରିସାରିବା ପରେ ଏହି କ୍ରମରେ ସ୍ୟାମସଙ୍ଗ ଆଉ ଏକ ନୂଆ ମୋବାଇଲ ଏକ୍ସେପେରିଏନ୍ସ ଜୋନ ଆରମ୍ଭ କରିଛି. ବେଙ୍ଗାଲୁରୁରେ ସ୍ୟାମସଙ୍ଗ ଅପେରା ହାଉସ ନାମରେ ଖୋଲିଥିବା ଏହି ଏକ୍ସେପେରିଏନ୍ସ ଜୋନରେ ସ୍ୟାମସଙ୍ଗ ମୋବାଇଲ ସହ ଏହାର ଅନ୍ୟ ପ୍ରଡକ୍ଟ ମଧ୍ୟ ଉପଲବ୍ଧ ହେବ. କମ୍ପାନୀ ଦେଶର ଅନ୍ୟ 10ଟି ସହରରେ ମଧ୍ୟ ଏହି ଏକ୍ସେପେରିଏନ୍ସ ଜୋନ ଖୋଲିବ. ତେବେ ବେଙ୍ଗାଲୁରୁରେ ବ୍ରିଟିଶ ଯୁଗର ହେରିଟେଜ ପରି 33000 ସ୍କୋୟାର ଫିଟରେ ଏହାର ନିର୍ମାଣ କରାଯାଇଛି. RELATED ARTICLESMORE FROM AUTHOR Health ଭାରତରେ ଜନସଂଖ୍ୟାର ୬ ରୁ ୭ ପ୍ରତିଶତ ଲୋକ ଦନ୍ତ ଚିକିତ୍ସକଙ୍କ ପାଖକୁ ଯାଆନ୍ତି: ବିଶେଷଜ୍ଞ News ଧର୍ମେନ୍ଦ୍ରଙ୍କ ଅଙ୍କ କହୁଛି 2024ରେ ବିଜେପି ଓଡିଶାରେ 15 ଲୋକସଭା ଆସନ ଜିତିବ Health ଡିସେମ୍ବର ୯ରୁ ସୋଆରେ ଆଇଏନ୍ଏଇ ର ତିନିଦିନଆ ବାର୍ଷିକ ସମ୍ମିଳନୀ ଆରମ୍ଭ LEAVE A REPLY Cancel reply Please enter your comment! Please enter your name here You have entered an incorrect email address! Please enter your email address here Save my name, email, and website in this browser for the next time I comment. - Advertisement - Latest article ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ Takshak Bureau - December 30, 2024 0 ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ... ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର Takshak Bureau - November 9, 2024 0 ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର... ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର Takshak Bureau - September 23, 2024 0 ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର...