ବିଦାହେଲେ ଏଏସଆଇ ଗୋପାଳ ଦାସ । ଝାରସୁଗୁଡା ଏସପି ତାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ହେଉଛନ୍ତି ଗୋପାଳ ଦାସ । ଗତକାଲି ଠାରୁ ଅଟକ ଥିବା ଗୋପାଳଙ୍କୁ ଗିରଫ ନେଇ କ୍ରାଇବ୍ରାଞ୍ଚ ସ୍ପଷ୍ଟ କରିଛି ।

LEAVE A REPLY

Please enter your comment!
Please enter your name here