ଫେବ୍ରୁଆରୀ ୨୧ରୁ ବିଧାନସଭା ବଜେଟ୍ ଅଧିବେଶନ । ଉପସ୍ଥାପନ ହେବ ୨୦୨୩-୨୪ ପାଇଁ ବଜେଟ୍ । ଫେବ୍ରୁଆରୀ ୨୧ରୁ ଏପ୍ରିଲ ୬ ଯାଏଁ ୨ ଟି ପର୍ଯ୍ୟାୟରେ ଚାଲିବ । ୨୧ରେ ରାଜ୍ୟପାଳ ରଖିବେ ଅଭିଭାଷଣ । ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଫେବ୍ରୁଆରୀ ୨୪ରୁ ଆଗତ ହେବ ରାଜ୍ୟ ବଜେଟ୍ । ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୨ ପ୍ରଥମ ପର୍ଯ୍ୟାୟ ଅଧିବେଶନ । ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ।

LEAVE A REPLY

Please enter your comment!
Please enter your name here