ଯେଉଁ ସୌର ମଣ୍ଡଳରେ ଆମେ ରହିଛେ । ତାର ମୂରବି କହିଲେ ସୂର୍ଯ୍ୟଙ୍କୁ ବୁଝାଯାଇଥାଏ । ଆଉ ଯଦି ସୂୂର୍ଯ୍ୟ ବିପଦପୂର୍ଣ୍ଣ ସ୍ଥିତି ଭିତରକୁ ଟାଣି ହୋଇଯାଆନ୍ତି । ତାହେଲେ ପୁରା ସୌରମଣ୍ଡଳ ପାଇଁ ବିପଦ ଆଣିଦିଏ । ସୂର୍ଯ୍ୟଙ୍କର ଏକ ବଡ ଅଂଶ ଭାଙ୍ଗିଯାଇଛି ବୋଲି କୁହାଯାଉଛି । ଜେମସ ୱେବ ସ୍ପେସ୍ ଟେଲିସ୍କୋପରେ କଏଦ ହୋଇଛି ଏହି ଦୃଶ୍ୟ । ଯାହାକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି ମହାକାଶ ବିଗ୍ୟାନୀ । ପୃଥୀବି ଉପରେ ଏହାର ପ୍ରଭାବ କଣ ରହିବ । ତାକୁ ନେଇ ଏବେ ଚର୍ଚ୍ଚା । ସୂର୍ଯର୍୍ୟଙ୍କ ପୃଷ୍ଠ ଭାଗର ଏକ ବଡ ଅଂଶ ଭାଙ୍ଗିଯାଇଥିବା କୁହାଯାଉଛି । ଏହାଦ୍ୱାରା ଉତ୍ତର ମେରୁରେ ଏକ ଘୂର୍ଣ୍ଣିବାତ୍ୟା ଭଳି ସ୍ଥିତି ସୃଷ୍ଟି ହୋଇଛି ।