ନାଗପୁର ଟେଷ୍ଟ ମାତ୍ର ଅଢେଇ ଦିନରେ ଶେଷ ହୋଇଛି । ୫ଦିନର ଖେଳକୁ ମାତ୍ର ଅଢେଇ ଦିନରେ ସାରିଦେଲା ଭାରତ । ଏକତରଫା ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ମାତ୍ ଦେଲା ଭାରତ । ନାଗପୁର ଟେଷ୍ଟରେ ଭାରତର ଇନିଂସ ବିଜୟ । ଅଷ୍ଟ୍ରେଲିଆକୁ ଏକ ଇନିଂସ ଓ ୧୩୨ ରନରେ ହରାଇଲା ଭାରତ । ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ମାତ୍ର ୯୧ ରନରେ ଅଲଆଉଟ୍ । ଅଶ୍ୱିନଙ୍କୁ ୫, ସାମି ଓ ଜାଡେଜାଙ୍କୁ ୨ ଟି ଲେଖାଏଁ ୱକେଟ୍ । ଅଷ୍ଟ୍ରେଲିଆ ସ୍କୋର୧୭୭ ଓ ୯୧ ଥିବାବେଳେ ଭାରତ ସ୍କୋର ୪୦୦ ।

LEAVE A REPLY

Please enter your comment!
Please enter your name here