ଝାଡଖଣ୍ଡ ଗୋଡ୍ଡା ସଂସଦୀୟ କ୍ଷେତ୍ରରେ ଏମପି ନିଶିକାନ୍ତ ଦୁବେଙ୍କ ପାଦ ଧୁଆ ପାଣି ପିିଇଛନ୍ତି ଜଣେ ସ୍ଥାନୀୟ କାର୍ଯ୍ୟକର୍ତ୍ତା। ନିଶିକାନ୍ତ ରବିବାର କନଭାରା ବ୍ରିଜର ଶିଳାନ୍ୟାସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏଠାରେ ଜଣେ କର୍ମୀ ତାଙ୍କ ପାଦ ଧୋଇ ପାଣି ପିଇଥିଲେ । ଏହାକୁ ନିଶିକାନ୍ତ ବେଶ ପ୍ରଂଶସା କରିଥିବାବେଳେ ଫେସବୁକରେ ଶେୟାର କରିଛନ୍ତି । ଏହାକୁ ନେଇ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି ଚର୍ଚ୍ଚା ।

LEAVE A REPLY

Please enter your comment!
Please enter your name here