ନିଜର ଅନନ୍ୟ ସୁନ୍ଦରତା ପାଇଁ ଭାରତର ନାରୀମାନେ ସାରାଦେଶରେ ଖୁବ୍ ପରିଚିତ. ତେବେ କିଛି ବର୍ଷ ଧରି ଅନ୍ତରାଷ୍ଟ୍ରୀୟ ମଞ୍ଚରେ ବିକିନି ପିନ୍ଧି ନିଜକୁ ପ୍ରମାଣିତ କରିଛନ୍ତି ଭାରତୀୟ ଯୁବତୀମାନେ.ଏଫବିବି କଲର୍ସ ଫେମିନା ମିସ୍ ଇଣ୍ଡିଆ ୟୁନାଇଟେଡ କଣ୍ଟିନେଣ୍ଟ 2018 ର ବିଜେତା ଗାୟତ୍ରୀ ଭରଦ୍ୱାଜଙ୍କୁ ସଂପୂର୍ଣ୍ଣରୂପେ ବିକିନିରେ ଦେଖିବାକୁ ମିଳିଥିଲା. ପୂର୍ବ ବର୍ଷ ଏଫବିବି କଲର୍ସ ଫେମିନା ମିସ୍ ଗ୍ରାଣ୍ଡ ଇଣ୍ଡିଆ 2017ର ବିଜେତା ଅନୁକ୍ରିତି ଗୁସେନ ବିକିନି ପ୍ରତିଯୋଗୀତାରେ ନିଜର ଟୋନ୍ ବଡିରେ ସମସ୍ତଙ୍କୁ ଚକିତ କରିଥିଲେ. ଏହିପରିଭାବେ ଜଣକ ପରେ ଜଣେ ଭାରତୀୟ ଯୁବତୀ ବିକିନି ପ୍ରତିଯୋଗୀତାରେ ନିଜର ଯାଦୁ ଦେଖାଇ ଦର୍ଶକଙ୍କ ମନ ଜିଣି ପାରିଥିଲେ.

LEAVE A REPLY

Please enter your comment!
Please enter your name here