ମଝି ଆକାଶରେ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ କଟକ ଏସସିବି ମେଡିକାଲର ଅତିରିକ୍ତ ଅଧିକ୍ଷକ ଜ୍ୟୋତିର୍ମୟ ନାୟକ । ଏକ କନଫରେନ୍ସରେ ଯୋଗ ଦେବାକୁ ବିମାନରେ ଭୁବନେଶ୍ବରରୁ ରାୟପୁର ଯାତ୍ରା କରୁଥିଲେ । ଭୁବନେଶ୍ବରରୁ ରାୟପୁରକୁ ଯାଉଥୁବା ବିମାନରେ ଜଣେ ମହିଳା ଅଚେତ ହୋଇ ପଡ଼ିବାବେଳେ ସେ CPR ଦେଇ ବଞ୍ଚାଇଲେ ରୋଗୀଙ୍କ ଜୀବନ।














