ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଚିଠି ଲେଖି ଶୁଭେଚ୍ଛା ଜାଣାଇଛନ୍ତି। ଏହି ଚିଠିରେ ସେ ଲେଖିଛନ୍ତି ଯେ ଅନ୍ୟାୟ ସହିତ ଯୁଦ୍ଧ କରିବା ପାଇଁ ମହାପ୍ରଭୁ ରାମ ଆମକୁ ଶକ୍ତି ଦେଇଥାନ୍ତି ଏବଂ ତାହାର ପ୍ରମାଣ “ଅପରେସନ ସିନ୍ଦୂର”ରେ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଦେଶର ଅନେକ ଅଂଚଳ ଏବେ ନକ୍ସଲ ଓ ମାଓବାଦୀ ସମସ୍ୟାରୁ ମୁକ୍ତ ହୋଇଛି। ସେ “ସ୍ବଦେଶୀ” ଓ “ଆତ୍ମନିର୍ଭର ଭାରତ’ ଧାରଣାକୁ ଆଗେଇ ନେବା ପାଇଁ ଜନତାଙ୍କୁ ଆହ୍ୱାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ଅବସରରେ ଦେଶବାସୀଙ୍କୁ ଚିଠି ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ଏହି ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଅପରେସନ ସିନ୍ଦୂର ଦେଶ ପାଇଁ ଅନ୍ୟାୟ ବିରୋଧରେ ଲଢ଼ିବାର ଏକ ଦୃଢ଼ ପ୍ରତିକ । ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ ପରେ ଏହା ଦ୍ୱିତୀୟ ଦୀପାବଳି। ପ୍ରଭୁ ଶ୍ରୀ ରାମ ଆମକୁ ଧାର୍ମିକତାକୁ ବଜାୟ ରଖିବା ଶିଖାନ୍ତି ।ମୋଦି ଲେଖିଛନ୍ତି, ଅଯୋଧ୍ୟାରେ ପାଧ୍ୟାରେ ରାମ ମନ୍ଦିର ନିର୍ମାଣ ପରେ ଏହି ଦୀପାବଳି ଦେଶ ପାଇଁ ଦ୍ବିତୀୟ ଶୁଭ ଅବସର ହେଲା। ସେ କହିଛନ୍ତି, ପ୍ରଭୁ ରୋଧରେ ଲଢ଼ିବାର ରାମ ଧାର୍ମିକତା ଓ ସାହସର ପ୍ରତୀକ ଓ ଅନ୍ୟାୟ ବିରୋଧ ପ୍ରେରଣା ଦିଅନ୍ତି।










